ହେରିଟେଜ୍ ଫୁଡ୍ସକୁ ଆପଣଙ୍କୁ ସ୍ୱାଗତ!

1992 ପରଠାରୁ ଭାରତର ଅଗ୍ରଣୀ ବ୍ରାଣ୍ଡେଡ୍ ଦୁଗ୍ଧ କମ୍ପାନୀ ଭାବରେ, ଆମେ ଆପଣଙ୍କର ଜୀବନଶୈଳୀ ଅନୁଯାୟୀ ବିଭିନ୍ନ ପ୍ରକାରର ପ୍ରିମିୟମ୍ କ୍ଷୀର ଏବଂ ଦୁଗ୍ଧଜାତ ପ୍ରଡକ୍ଟ ଯୋଗାଇବା ପାଇଁ ସମର୍ପିତ | ଭାରତର 11 ଟି ରାଜ୍ୟରେ ଏକ ସୁଦୃଢ଼ ଉପସ୍ଥିତି ସହିତ, 1 କୋଟି ଜନତାଙ୍କ ଭରସା ସହ ଆମେ ଗୁଣବତ୍ତା, ସତେଜତା ଏବଂ ବିଶ୍ୱାସନୀୟତା ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତା ପାଇଁ ଜଣା ଯାଉ | ଆମ ସହିତ ଏହି ସ୍ୱାଦ ଓ ପରମ୍ପରାର ଯାତ୍ରାରେ ଯୋଗ ଦିଅନ୍ତୁ , ଯେଉଁଠାରେ ପ୍ରତ୍ୟେକ ଅଭିଜ୍ଞତା ଶୁଦ୍ଧତା ଏବଂ ଅତୁଳନୀୟ ସ୍ୱାଦର ଏକ ଉତ୍ସବ |

ହେରିଟେଜ କାହିଁକି?

  • 1992 ଠାରୁ

    ଦୁଗ୍ଧ ଦୁନିଆରେ ଉତ୍କର୍ଷତା

  • 3 ଲକ୍ଷ

    ଦୁଗ୍ଧ ଚାଷୀଙ୍କ ସହ ଡାଇରେକ୍ଟ କ୍ଷୀର କ୍ରୟ ଦ୍ୱାରା ଜଡିତ

  • 11 ଟି

    ରାଜ୍ୟରେ
    ଉପସ୍ଥିତି

  • 500

    କ୍ୱାଲିଟି ଆସ୍ୱରାନ୍ସ ପ୍ରଫେସନାଲଙ୍କ ଦ୍ୱାରା ପରୀକ୍ଷିତ

  • 11

    ଚେକ ପଏଣ୍ଟ ଓ 50
    କ୍ୱାଲିଟି ଟେଷ୍ଟ

  • 18 ଟି

    ଅତ୍ୟାଧୁନିକ ପ୍ଲାଣ୍ଟ ରେ ପ୍ୟାକିଂ ହୋଇଥାଏ

ଉତ୍ପାଦଗୁଡିକ

କ୍ଷୀର

ଦହି

ପନିର

ଲସ୍ସି

 -

ଘୋଳଦହି

ବଟର୍

ଚୀଜ଼

 -

ମିଲ୍କ ଶେକ୍

ଫ୍ଲେବର୍ଡ ମିଲ୍କ

ପେଡ଼ା

ଉତ୍ପାଦ ପାଇବା ପାଇଁ |

ଏଙ୍କ୍ଵାଇରି

ହେରିଟେଜ୍ ହେପିନେସ ପଏଣ୍ଟ

  • Heritage Happiness Point - Jaydev Vihar

    Infront Of Karnataka Bank, Jayadev Vihar,
    Bhubaneswar, Odisha 751015

    Get Direction
  • Heritage Happiness Point - Jagamara

    Drusti Business Solutions, Khandagiri Marg,
    Jagmohan Nagar, Bhubaneswar, Odisha 751030

    Get Direction
  • Heritage Happiness Point - Jagannath Nagar

    Gayatri Telelinks, Jharapada, Jagannath Nagar
    Bhubaneswar, Odisha 751010

    Get Direction
  • Heritage Happiness Point - Bhimtangi

    Sai Ram EnterprisesHIG 1/68, Kapila Prasad,
    Bhimatangi Housing Colony,
    Bhubaneswar, Odisha 751002

    Get Direction
  • Heritage Happiness Point - Patrapada

    Patra Steels,Tamando Bazar, Tamando,
    Bhubaneswar, Bijipur, Odisha 752054

    Get Direction

ଯୋଗାଯୋଗ

ଦୟାକରି ନିମ୍ନ ଫର୍ମ ପୂରଣ କରନ୍ତୁ |